ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବିଜେଡି

ପୁରୀ : ପ୍ରତିଷ୍ଠା ଦିବସ ନାଁରେ ଶକ୍ତି ପ୍ରଦର୍ଶନ ପାଇଁ ଏହିଭଳି ସୁଯୋଗ ବିଜେଡି ଛାଡ଼ିବାକୁ ଚାହିଁ ନଥିଲା। ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବିଜେଡି ପତାକା, ତୋରଣ, ବିଜୁ ଓ ନବୀନଙ୍କ ଫଟୋ ଛାଇ ଯାଇଥିଲା। ଏହି ୬୦କିମି ରାସ୍ତା ଆଜି ପୂରା ବିଜେଡି କବ୍‌ଜାରେ ଥିବା ଭଳି ଅନୁଭୂତ ହେଉଥିଲା। ବିଭିନ୍ନ ଛକରେ ମହିଳାମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ସହ ଫୁଲ … Continue reading ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବିଜେଡି